ପାନ ଗୋଷ୍ଠୀ Pāna goshṭhi

  • ସଂ. ବି — ମଦ୍ୟପାନ ଚକ୍ର; ଯେଉଁଠାରେ ତାନ୍ତ୍ରିକମାନେ ଏକତ୍ର ହୋଇ ମଦ୍ୟପାନାଦି ପଞ୍ଚମକାରର ସାଧନା କରନ୍ତି (ହି. ଶବ୍ଦସାଗର) — A place where Tantrik devotees assemble and perform wine drinking and other Tantrik rites
  • ସଂ. ବି — ତାଡ଼ୀଖାନା; ଖଟୀ; ମଦୁଆଙ୍କ ଆଡ୍ଡା — A place where people assemble for drinking toddy or wine; tavern
  • ସଂ. ବି — ମଦତ୍ ଖଟି — Opium smoking den