ପାନ ପତୁରୀ Pāna paturī
- ଦେ. ବି. (ସଂ. ପର୍ଣ୍ଣ+ ପତ୍ର) — ସ୍ତ୍ରୀଲୋକମାନଙ୍କ କେଶରେ କପାଳ ଉପରେ ପିନ୍ଧାଯିବା ପାନ ଆକାରର ଅଳଙ୍କାରବିଶେଷ — A kind of ornament shaped like a betel leaf and put on the brow over the hair by women
- ଦେ. ବି. (ସଂ. ପର୍ଣ୍ଣ+ ପତ୍ର) — ଝଲକ ପାନପତୁରୀ। ମୁଖେନ୍ଦୁ ଦେହ ଲେହଇ କେଶ ରାହୁ ଜିହ୍ୱା ଲହ ଲହ କରି- ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।