ପାନ ଟେକା Pāna ṭekā

  • ପ୍ରାଦେ. (ଗଡ଼ଜାତ ଓ ସିଂହଭୂମ) ବି — ବିବାହ ପୂର୍ବରୁ ବର ପକ୍ଷୀୟ ଓ କନ୍ୟାପକ୍ଷୀୟ ବ୍ୟକ୍ତିମାନଙ୍କ ମଧ୍ୟରେ ହେବା ମହାପ୍ରସାଦ ନିର୍ବନ୍ଧ — Ceremony of formal betrothal done between the bride's and bridegroom's guardians
  • ପ୍ରାଦେ. (ଗଡ଼ଜାତ ଓ ସିଂହଭୂମ) ବି — [ଦ୍ର—ବଙ୍ଗଦେଶରେ ବିବାହ ସମ୍ବନ୍ଧ ନିର୍ଣ୍ଣାୟକ ପତ୍ର ବା ଲେଖକୁ ପାନପତ୍ର ବୋଲାଯାଏ।]