ପାତ୍ରି Pātri

  • ଦେ. ବି. (ସଂ. ପାତ୍ରୀ) — ଛୋଟପାତ୍ର — A small pot or vessel
  • ଦେ. ବି. (ସଂ. ପାତ୍ରୀ) — ତର୍ପଣାଦିରେ ବ୍ୟବହୃତ ତମ୍ବାର ନୌକାକୃତି ପାତ୍ର — A boat-shaped copper pot used in offering libations of water to the manes
  • ଦେ. ବି. (ସଂ. ପାତ୍ରୀ) — ଦ୍ୱିଜମାନେ ଗଡ଼ୁ ଯେ ପାତ୍ରୀ ବଳେ ଥୋଇ। କୃଷ୍ଣସିଂହ, ମହାଭାରତ, ବନ।
  • ଦେ. ବି. (ସଂ. ପାତ୍ରୀ) — [ଦ୍ର—ଏହାର ଗୋଟିଏ ମୁଣ୍ଡରେ ପାଣି ଗଡ଼ିବାକୁ ପାହାନିଆ ନାକ ଥାଏ।]
  • ଦେ. ବି. (ସଂ. ପାତ୍ରୀ) — ଛୋଟ ଗ୍ଲାସ୍ — A small glass