ପାତ୍ରସ୍ଥ Pātrastha

  • ସଂ. ବିଣ — ପାତ୍ରରେ ରକ୍ଷିତ — Put in or consigned into a vessel
  • ସଂ. ବିଣ — ସତ୍ପାତ୍ରରେ ନ୍ୟସ୍ତ — Consigned to a proper person
  • ଦେ. ବିଣ. ସ୍ତ୍ରୀ — ଉପଯୁକ୍ତ ବରଙ୍କୁ ବିବାହିତା (କନ୍ୟା) — (a girl) Given in marriage to a worthy bridegroom