ପାତ୍ରୀ Pātrī

  • ସଂ. ବି. (ପାତ୍ର+ ସ୍ତ୍ରୀ. ଈ) — ପାତ୍ର — Pot; vessel
  • ସଂ. ବି. (ପାତ୍ର+ ସ୍ତ୍ରୀ. ଈ) — ହୋମ ଯଜ୍ଞାଦିରେ ବ୍ୟବହୃତ ପାତ୍ର — A sacrificial vessel
  • ସଂ. ବି. (ପାତ୍ର+ ସ୍ତ୍ରୀ. ଈ) — ବିବାହଯୋଗ୍ୟା କନ୍ୟା — A marriageable bride
  • ସଂ. ବି. (ପାତ୍ର+ ସ୍ତ୍ରୀ. ଈ) — କୁମାରୀ — Maid; virgin
  • ସଂ. ବି. (ପାତ୍ର+ ସ୍ତ୍ରୀ. ଈ) — ନବବିବାହିତା କନ୍ୟା; ବଧୂ — Bride
  • ସଂ. ବି. (ପାତ୍ର+ ସ୍ତ୍ରୀ. ଈ) — ଉଠା ଚୁଲୀ (ହି. ଶ.) — 2. A removeable oven