ପାତ୍ରାପାତ୍ର ଜ୍ଞାନ Pātrāpātra jn̄āna

  • ସଂ. ବି. (ପାତ୍ର+ ଅପାତ୍ର+ ଜ୍ଞାନ) — କୌଣସି ବ୍ୟକ୍ତିର ଯୋଗ୍ୟତା ବା ଅଯୋଗ୍ୟତା ବିଷୟରେ ଜ୍ଞାନ — Discrimination about the worthiness or otherwise of a person in relation to whom a person is going to do a certain act