ପାତିଆ Pātiā
- ଦେ. ବି.—(ସଂ. ପତ୍ର, ପଟ୍ଟିକା) — ସରୁ ପତଳା ପତ୍ର — Thin slip; lath
- ଦେ. ବି.—(ସଂ. ପତ୍ର, ପଟ୍ଟିକା) — ଯଥା—ତମ୍ବାପାତିଆ, ଲୁହାପାତିଆ।
- ଦେ. ବି.—(ସଂ. ପତ୍ର, ପଟ୍ଟିକା) — (ବଣିଆ ଶବ୍ଦ) ଧାତବ ଅଳଙ୍କାରକୁ ଯୋଡ଼ିବା ପାଇଁ ଉକ୍ତ ଧାତୁରେ ନିରସା ଧାତୁ ମିଶାଇ ତିଆରି କରାଯାଇଥିବା ସରୁ ଧାତୁ ପତ୍ର — Thin metal slip used as solder
- ଦେ. ବି.—(ସଂ. ପତ୍ର, ପଟ୍ଟିକା) — ବାଉଁଶପାତିଆ; ପତଳା ହୋଇ ଚିରାଯାଇଥିବା ବାଉଁଶ — Thin lath of bamboo
- ଦେ. ବି.—(ସଂ. ପତ୍ର, ପଟ୍ଟିକା) — ମାଳି ଘର ଖଟୁଲୀରେ ଯେ ବାଉଁଶର ପାତିଆ। ନନ୍ଦକିଶୋର, ନିର୍ଝରିଣୀ।
- ଦେ. ବି.—(ସଂ. ପତ୍ର, ପଟ୍ଟିକା) — (ସଂ. ପତ୍ର ବା ପଂକ୍ତି)—କପାଳ ଉପରର କେଶର ତିର୍ଯ୍ୟକ ବିନ୍ୟାସ; ପାଟିଆ; ସୁନ୍ଥା; ସ୍ତ୍ରୀଲୋକମାନେ କପାଳର କେଶକୁ କୁଣ୍ଡାଇ ମହଣ ଓ ବଟା ହୋଇଥିବା ମେଥି ଦ୍ୱାରା ଭାଙ୍ଗ କରିବା କେଶବିନ୍ୟାଶ — Arrangement of the hair of the head with a comb so as to make a line by separating the hair of the temple of one's head into two parts and make them stick to their position by means of wax or other gummy substance
- ଦେ. ବିଣ — ଅତି ପତଳା — Very thin
- ଦେ. ବିଣ — ଅତି ଶୀର୍ଣ୍ଣକାୟ — Much emaciated; thin bodied