ପାତିତ Pātita
- ସଂ. ବିଣ.—(ପତ୍ ଧାତୁ. ଣିଚ୍+ କର୍ମ. ତ) — ଫୋପଡ଼ା ଯାଇଥିବା; ଫିଙ୍ଗା ଯାଇଥିବା; ନିକ୍ଷେପିତ — Thrown; cast
- ସଂ. ବିଣ.—(ପତ୍ ଧାତୁ. ଣିଚ୍+ କର୍ମ. ତ) — ଭୂମିରେ ପକା ଯାଇଥିବା — Felled down
- ସଂ. ବିଣ.—(ପତ୍ ଧାତୁ. ଣିଚ୍+ କର୍ମ. ତ) — ବିସ୍ତାରିତ; ବିଛା ଯାଇଥିବା — Spread out
- ସଂ. ବିଣ.—(ପତ୍ ଧାତୁ. ଣିଚ୍+ କର୍ମ. ତ) — ଝଡ଼ି ଥିବା; ଖସି ପଡ଼ି ଥିବା; ଝଡ଼ାଇ ଦିଆ ଯାଇଥିବା — Plucked; shed