ପାତିଳୀ Pātiḻī
- ସଂ. ବି. (ପତ୍ ଧାତୁ ଣିଚ୍ ପାତି ଧାତୁ+ ଳ+ ସ୍ତ୍ରୀ. ଈ; ବା ପାତ+ ଇଳ) — ପାତିଳ (ଦେଖ) — Pātiḻa (See)
- ସଂ. ବି. (ପତ୍ ଧାତୁ ଣିଚ୍ ପାତି ଧାତୁ+ ଳ+ ସ୍ତ୍ରୀ. ଈ; ବା ପାତ+ ଇଳ) — ଫାନ୍ଦ; ଶିକାରିର ଜାଲ — Snare; hunter's net
- ସଂ. ବି. (ପତ୍ ଧାତୁ ଣିଚ୍ ପାତି ଧାତୁ+ ଳ+ ସ୍ତ୍ରୀ. ଈ; ବା ପାତ+ ଇଳ) — ନାରୀ; ସ୍ତ୍ରୀ — Woman