ପାତୁଆ Pātuā
- ଦେ. ବିଣ — ଏକ ପାର୍ଶ୍ୱରେ ପାତଳ — Thin at one end
- ଦେ. ବି — ବନ୍ୟଜାତିବିଶେଷ; ପତର ଶଉରା — Name of a nomad hill-tribe wearing leaves
- ଦେ. ବି — ଅଞ୍ଜନାର ଗୁଞ୍ଜା—ମାଳିଆ ପାତୁଆ କରନ୍ତି ଜତୁ ସଂଗ୍ରହ— ରାଧାନାଥ—ପାର୍ବତୀ।
- ଦେ. ବି — [ଦ୍ର—ଏମାନେ ଲୁଗା ପରିବର୍ତ୍ତେ ପତ୍ର ଗୋଛାରେ ଶରୀରର ଗୋପ୍ୟ ଅଙ୍ଗମାନ ଆବୃତକରି ଲଜ୍ଜା ନିବାରଣ କରନ୍ତି।]
- ଦେ. ବି — ଜୁଆଙ୍ଗ ଭାଷାର ଅନ୍ୟ ନାମ — Another name of the language of Juāṅgas
- ଦେ. ବି — ଚିଲିକା ହ୍ରଦର ମତ୍ସ୍ୟବିଶେଷ — A kind of fish (found in the Chilka)