ପାତୁକ Pātuka

  • ସଂ. ବିଣ—(ପତ୍ ଧାତୁ=ପତିତ ହେବା+କର୍ତ୍ତୃ. ଶୀଳାର୍ଥେ. ଉକ) — ପତନଶୀଳ — Fallible; tending to fall
  • ସଂ. ବି — ପର୍ବତର ଢାଲୁ; ପର୍ବତସାନୁ — The slope of a mountain
  • ସଂ. ବି — ଜଳ ହସ୍ତୀ — Hippopotamus