ପାତା Pātā

  • ସଂ. ବି. ପୁଂ—(ପା ଧାତୁ=ପାଳନ କରିବା; ରକ୍ଷା କରିବା+ କର୍ତ୍ତୃ. ତୃ, ପାତୃ; 1 ମା. 1 ବ) — ପାଳକ; ରକ୍ଷଣକର୍ତ୍ତା — Preserver
  • ସଂ. ବି. ପୁଂ—(ପା ଧାତୁ=ପାଳନ କରିବା; ରକ୍ଷା କରିବା+ କର୍ତ୍ତୃ. ତୃ, ପାତୃ; 1 ମା. 1 ବ) — ପାନକର୍ତ୍ତା — Drinker