ପାତାଳ Pātāḻa

  • ସଂ. ବି—ପତ୍ ଧାତୁ—(ପଡ଼ିବା+ଅଧିକରଣ. ଆଳ) — ଅଧୋଭୁବନ; ମର୍ତ୍ତ୍ୟର ନିମ୍ନସ୍ଥ ଭୁବନ — The nether world; the mythological regions below the earth
  • ସଂ. ବି—ପତ୍ ଧାତୁ—(ପଡ଼ିବା+ଅଧିକରଣ. ଆଳ) — [ଦ୍ର—ପୁରାଣମାନଙ୍କ ମତରେ ପୃଥିବୀର ତଳେ କ୍ରମାଗତ ତଳକୁ ତଳକୁ 7 ଟି ଭୁବନ ଅଛି। ତାକୁ ପାତାଳ ବୋଲାଯାଏ। ପାତାଳ— ମାନଙ୍କର ସଂଖ୍ୟା 7 ଟି ଥିବା ବିଷୟରେ ସବୁ ପୁରାଣ ଏକମତ। କିନ୍ତୁ ସେମାନଙ୍କ ନାମ ସମ୍ବନ୍ଧେ ଭିନ୍ନ ଭିନ୍ନ ପୁରାଣ ଓ କୋଷମାନଙ୍କରେ ପାର୍ଥକ୍ୟ ଦେଖାଯାଏ। ଯଥା — [ଦ୍ର—ପୁରାଣମାନଙ୍କ ମତରେ ପୃଥିବୀର ତଳେ କ୍ରମାଗତ ତଳକୁ ତଳକୁ7ଟି ଭୁବନ ଅଛି ତାକୁ ପାତାଳ ବୋଲାଯାଏ ପାତାଳ— ମାନଙ୍କର ସଂଖ୍ୟା7ଟି ଥିବା ବିଷୟରେ ସବୁ ପୁରାଣ ଏକମତ କିନ୍ତୁ ସେମାନଙ୍କ ନାମ ସମ୍ବନ୍ଧେ ଭିନ୍ନ ଭିନ୍ନ ପୁରାଣ ଓ କୋଷମାନଙ୍କରେ ପାର୍ଥକ୍ୟ ଦେଖାଯାଏ ଯଥା
  • ସଂ. ବି—ପତ୍ ଧାତୁ—(ପଡ଼ିବା+ଅଧିକରଣ. ଆଳ) — ଅତଳ, ନିତଳ, ବିତଳ, ଗଭସ୍ତିମତ୍, ତଳ, ସୁତଳ, ପାତାଳ, (ଶବ୍ଦରତ୍ନାବଳୀ)
  • ସଂ. ବି—ପତ୍ ଧାତୁ—(ପଡ଼ିବା+ଅଧିକରଣ. ଆଳ) — ଅତଳ, ବିତଳ, ସୁତଳ, ତଳାତଳ, ମହାତଳ, ରସାତଳ, ପାତାଳ (ପଦ୍ମ ପୁରାଣ—ପାତାଳଖଣ୍ଡ।)
  • ସଂ. ବି—ପତ୍ ଧାତୁ—(ପଡ଼ିବା+ଅଧିକରଣ. ଆଳ) — ଅତଳ, ସୁତଳ, ବିତଳ; ଗଭସ୍ତିମତ୍, ମହାତଳ, ରସାତଳ ପାତାଳ (ଅଗ୍ନିପୁରାଣ)।
  • ସଂ. ବି—ପତ୍ ଧାତୁ—(ପଡ଼ିବା+ଅଧିକରଣ. ଆଳ) — ଅତଳ, ବିତଳ, ନିତଳ, ଗଭସ୍ତିମତ୍, ମହାତଳ, ସୁତଳ, ପାତାଳ (ବିଷ୍ଣୁପୁରାଣ।)
  • ସଂ. ବି—ପତ୍ ଧାତୁ—(ପଡ଼ିବା+ଅଧିକରଣ. ଆଳ) — ତଳ, ଅତଳ, ବିତଳ, ସୁତଳ, ତଳାତଳ, ମହାତଳ, ରସାତଳ, (ପ୍ରକୃତିବାଦ)।
  • ସଂ. ବି—ପତ୍ ଧାତୁ—(ପଡ଼ିବା+ଅଧିକରଣ. ଆଳ) — ଅତଳ, ବିତଳ, ସୁତଳ, ରସାତଳ, ତଳାତଳ, ମହାତଳ, ପାତାଳ (ଆପ୍ତେ)।
  • ସଂ. ବି—ପତ୍ ଧାତୁ—(ପଡ଼ିବା+ଅଧିକରଣ. ଆଳ) — ଅତଳ, ବିତଳ, ସୁତଳ, ତଳାତଳ, ମହାତଳ, ରସାତଳ, ପାତାଳ, (ସୁବଳଚନ୍ଦ୍ର)।
  • ସଂ. ବି—ପତ୍ ଧାତୁ—(ପଡ଼ିବା+ଅଧିକରଣ. ଆଳ) — ଅତଳ, ବିତଳ, ସୁତଳ, ତଳାତଳ, ତଳ, ରସାତଳ, ପାତାଳ, (ଜ୍ଞାନେନ୍ଦ୍ର।)
  • ସଂ. ବି—ପତ୍ ଧାତୁ—(ପଡ଼ିବା+ଅଧିକରଣ. ଆଳ) — ଏହି ପାତାଳଲୋକରେ ନାଗମାନେ ବାସ କରନ୍ତି। ଏହା ସ୍ୱର୍ଗଠାରୁ ଅଧିକ ସୁଖମୟ ଥିବାରୁ ଏହାକୁ ବିଳସ୍ୱର୍ଗ ବୋଲାଯାଏ। ଏଥିରେ ସମୃଦ୍ଧ ଭୁବନ, ଉଦ୍ୟାନ, ବିହାର, କ୍ରୀଡ଼ାଚତ୍ୱରମାନ ଅଛି। ଏଠାରେ ମଧ୍ୟ ଦାନବମାନଙ୍କର ବାସ ଓ ଏଠାରେ ମହାଦେବ ରହନ୍ତି। ଏଠାରେ ଦିବସରେ ସୂର୍ଯ୍ୟ ଶୀତଳ କିରଣ ଦିଅନ୍ତି ଓ ରାତିରେ ଚନ୍ଦ୍ରକିରଣରେ ଶୈତ୍ୟ ନ ଥାଏ, କେବଳ ଆଲୋକ ଥାଏ। ଏହି ସପ୍ତ ପାତାଳ ଅନନ୍ତ ବା ଶେଷ ନାଗଙ୍କ ମସ୍ତକ ଉପରେ ଅବସ୍ଥିତ। ଶେଷ ନାଗ ହାଇ ମାଇଲେ ସାଦ୍ରିତୋୟାବ୍ଧିକାନନ ସପ୍ତ ପାତାଳ କମ୍ପି ଉଠେ। ଏଠାରେ ନଦୀର ନାମ ହାଟକୀ ବା ପାତାଳ ଗଙ୍ଗା ବା ଭୋଗବତୀ। ବିଷ୍ଣୁପୁରାଣ— 2।5 ] — ଏହି ପାତାଳଲୋକରେ ନାଗମାନେ ବାସ କରନ୍ତି ଏହା ସ୍ୱର୍ଗଠାରୁ ଅଧିକ ସୁଖମୟ ଥିବାରୁ ଏହାକୁ ବିଳସ୍ୱର୍ଗ ବୋଲାଯାଏ ଏଥିରେ ସମୃଦ୍ଧ ଭୁବନ, ଉଦ୍ୟାନ, ବିହାର, କ୍ରୀଡ଼ାଚତ୍ୱରମାନ ଅଛି ଏଠାରେ ମଧ୍ୟ ଦାନବମାନଙ୍କର ବାସ ଓ ଏଠାରେ ମହାଦେବ ରହନ୍ତି ଏଠାରେ ଦିବସରେ ସୂର୍ଯ୍ୟ ଶୀତଳ କିରଣ ଦିଅନ୍ତି ଓ ରାତିରେ ଚନ୍ଦ୍ରକିରଣରେ ଶୈତ୍ୟ ନ ଥାଏ, କେବଳ ଆଲୋକ ଥାଏ ଏହି ସପ୍ତ ପାତାଳ ଅନନ୍ତ ବା ଶେଷ ନାଗଙ୍କ ମସ୍ତକ ଉପରେ ଅବସ୍ଥିତ ଶେଷ ନାଗ ହାଇ ମାଇଲେ ସାଦ୍ରିତୋୟାବ୍ଧିକାନନ ସପ୍ତ ପାତାଳ କମ୍ପି ଉଠେ ଏଠାରେ ନଦୀର ନାମ ହାଟକୀ ବା ପାତାଳ ଗଙ୍ଗା ବା ଭୋଗବତୀ ବିଷ୍ଣୁପୁରାଣ—25]
  • ସଂ. ବି—ପତ୍ ଧାତୁ—(ପଡ଼ିବା+ଅଧିକରଣ. ଆଳ) — ଗଭୀର ଗର୍ଭ — A deep hole; abyss