ପାତଳୀ Pātaḻī

  • ଦେ. ବି — ପଥରକୁ ଚିକ୍କଣ କରି ହାଣିବାର ଛୋଟ ନିହାଣ — A small chisel to smooth a stone
  • ଦେ. ବିଣ—ସ୍ତ୍ରୀ — ପାତଳାର ସ୍ତ୍ରୀଲିଙ୍ଗ — Feminine of Pātaḻā
  • ସଂ. ବି. ସ୍ତ୍ରୀ — ସ୍ତ୍ରୀବିଶେଷ (ହି. ଶ.) — A woman of a particular class