ପାତରିଆଣୀ Pātariāṇī

  • ପ୍ରାଦେ (ଜାଶପୁର) ବି—(ତୁଳ. ହି. ପତୁରିୟା, ପାତରୀ= ବେଶ୍ୟା) — ବେଶ୍ୟା — Whore; prostitute
  • ପ୍ରାଦେ (ଜାଶପୁର) ବି—(ତୁଳ. ହି. ପତୁରିୟା, ପାତରୀ= ବେଶ୍ୟା) — ନର୍ତ୍ତକୀ — A female dancer
  • ଦେ. ବି. ସ୍ତ୍ରୀ — ପାତ୍ର ଉପାଧିଧାରୀ ପୁରୁଷର ସ୍ତ୍ରୀ — The wife of a person having the title of Pātra