ପାତଳ Pātaḻa
- ଦେ. ବି—(ପା+ତଳ) — ପାଦ ତଳ — The ground below one's feet
- ଦେ. ବି—(ପା+ତଳ) — ଶରଣ ବୋଲି କି ପଡ଼ିଲ ପା'ତଳେ— କବିସୂର୍ଯ୍ୟ, କିଶୋରୀ ଚମ୍ପୂ ଶ ଗୀତ।
- ଦେ. ବିଣ — ପାଆତଳିଆ; ପାଦତଳସ୍ଥିତ — Situate below one's feet
- ଦେ. ବିଣ — ଅନୁଗତ — Dependent; subservient
- ଦେ. ବିଣ — ଅତି ହୀନ — Very low
- ଦେ. ବିଣ — (ସଂ. ପତ୍ରତୁଲ୍ୟ, ପତ୍ରଳ—ପତ୍ରପରି ସରୁ)—ପତଳା; ସରୁ — Thin; fine; slender
- ଦେ. ବିଣ — କୃଶ; ଶୀର୍ଣ୍ଣକାୟ — Emaciated; lean; slender-bodied
- ଦେ. ବିଣ — ଜଳରେ ଗୋଳିଆ ହୋଇଥିବା — Diluted with water
- ଦେ. ବିଣ — ଜଳୀୟ; ତରଳ — Watery; liquid
- ଦେ. ବିଣ — ଅଘନ — Sparse; loose; not dense