ପାଣିଇତୀ Pāṇi-itī

  • ଦେ. ବି. ସ୍ତ୍ରୀ — ଯେଉଁ ସ୍ତ୍ରୀଲୋକ କୂଅ ବା ପୋଖରୀରୁ ପାଣି ଆଣି ଗୃହସ୍ଥମାନଙ୍କ ଘରେ ଯୋଗାଏ — A female water-carrier