ପାଣି ସାଳ Pāṇi sāḻa
- ଦେ. ବି. (ସଂ. ପାନୀୟ+ଶାଳା) — ପଥିକମାନଙ୍କ ପିଇବାକୁ ଦେବା ନିମିତ୍ତ ଓ ପାଣି ରଖିବା ନିମିତ୍ତ ପ୍ରସ୍ତୁତ ହୋଇଥିବା ଘର; ପାଣି ଛତର — A house where water is stored up and distributed to wayfarers
- ଦେ. ବି. (ସଂ. ପାନୀୟ+ଶାଳା) — ତେଣ୍ଡା ଶାଳ (ଦେଖ) — Teṇḍāṡāḻa (See)