ପାଣିକଖାରୁ Pāṇi kakhāru

  • ଦେ. ବି. (ଓ. ପାଣି+ସଂ. କର୍କାରୁ) — କଖାରୁ ଜାତୀୟ ଲତା ଓ ଫଳ — Cucurbita Pepo (Haines); Benincusa Cerefera; pumpkin; white gourd- melon
  • ଦେ. ବି. (ଓ. ପାଣି+ସଂ. କର୍କାରୁ) — [ଦ୍ର— ଏହାହିଁ ପ୍ରକୃତ କୁଷ୍ମାଣ୍ତ; ବୋଇତିକଖାରୁ ବିଦେଶରୁ ଏ ଦେଶକୁ ଆସିଛି। ଏହାର ଫୁଲ ଈଷତ୍ ହଳଦିଆ; ଫଳ ଛୋଟବେଳେ ସବୁଜବର୍ଣ୍ଣ, ପକ୍ୱ ହେଲେ ପାଉଁଶପରି ଧଳା ଚୂନାରେ ଆବୃତ ହୁଏ। ଫଳମାନ ତକିଆ ବା ମୃଦଙ୍ଗପରି। ]