ପାଣି ହେବା Pāṇi hebā
- ଦେ. ବି — ଜଳାର୍ଦ୍ର ହେବା — To become wet
- ଦେ. ବି — ମିଳେଇଯିବା — To be dissolved in water
- ଦେ. ବି — (ଲୁଣ ଆଦି) ପାଣିରେ ପରିଣତ ହେବା — To turn into water
- ଦେ. ବି — (ଲକ୍ଷଣାର୍ଥ) ପାଣି ପରି ଉଭେଇଯିବା — (figurative) To vanish like water
- ଦେ. ବି — (ଲକ୍ଷଣାର୍ଥ) ପାଣି ପରି ଥଣ୍ଡା ହୋଇଯିବା — (figurative) To become cold like water
- ଦେ. ବି — (ଯଥା—ସନ୍ନିପାତ ଯୋଗୁଁ ତା ଦିହ ହାତ ପାଣି ହୋଇ ଯାଉଛି।)