ପାଗ Pāga

  • ଦେ. ବି. (ସଂ. ପ୍ରଗ୍ରହ; ପ୍ରା. ପଗ୍ଗହ) — ପଗଡ଼ି; ଠେକା; ଶିରସ୍ତ୍ରାଣ — Headdress; turban
  • ଦେ. ବି. (ସଂ. ପ୍ରଗ୍ରହ; ପ୍ରା. ପଗ୍ଗହ) — ପାଗବ୍ୟାଜେ ଫେନ ଅଛନ୍ତି କି ଭାସି—କୃଷ୍ଣସିଂହ, ମହାଭାରତ, ବନ।
  • ଦେ. ବି. (ସଂ. ପ୍ରଗ୍ରହ; ପ୍ରା. ପଗ୍ଗହ) — [ଦ୍ର—କମ ଚଉଡ଼ା ଓ ଖୁବ୍ ଲମ୍ବ ଲୁଗା ଉପର୍ଯ୍ୟୁପରି ଗୁଡ଼ିଆ ହୋଇ ମୁଣ୍ଡରେ ବନ୍ଧା ହୋଇଥିବା ପଗଡ଼ିକୁ ପାଗ ବୋଲାଯାଏ। ଏହ ଅର୍ଥରେ ପାଗ ଶବ୍ଦର ବ୍ୟବହାର, ହିନ୍ଦୀ, ବଙ୍ଗଳା, ମରହଟୀ, ଆସାମୀ ଭାଷାମାନଙ୍କରେ ଅଛି।]
  • ଦେ. ବି. (ସଂ. ପ୍ରଗ୍ରହ; ପ୍ରା. ପଗ୍ଗହ) — (ସଂ. ପାକ)—ରନ୍ଧନ; ରନ୍ଧା — Cooking
  • ଦେ. ବି. (ସଂ. ପ୍ରଗ୍ରହ; ପ୍ରା. ପଗ୍ଗହ) — ରନ୍ଧନପାତ୍ରର ଏକସାର — One set of cooking pots
  • ଦେ. ବି. (ସଂ. ପ୍ରଗ୍ରହ; ପ୍ରା. ପଗ୍ଗହ) — ଜୋତା ମାଡ଼ି ହାଣ୍ଡିଶାଳରେ ପଶିଲା ଲୋ! ହାଣ୍ଡି ପାଗ ମାରୁ ଗଲା ଲୋ— ଫକୀରମୋହନ, ଗଳ୍ପସ୍ୱଳ୍ପ।
  • ଦେ. ବି. (ସଂ. ପ୍ରଗ୍ରହ; ପ୍ରା. ପଗ୍ଗହ) — ରନ୍ଧନର ବା ଉଖୁଡ଼ାଆଦି ପାଗ କରିବାର ଏକଥର — One cooking or seasoning with syrup
  • ଦେ. ବି. (ସଂ. ପ୍ରଗ୍ରହ; ପ୍ରା. ପଗ୍ଗହ) — ଉଖୁଡ଼ା, ମିଠାଇ, ମୋଦକ, ପିଠା ଆଦି ତିଆର କରିବା ନିମନ୍ତେ ନିଆଁ ଉପରେ ସିଦ୍ଧ ହୋଇ ପ୍ରସ୍ତୁତ ଗୁଡ଼ ବା ଚିନିର ଗାଢ଼ରସ; ସିରା — Syrup for seasoning sweetmeats, cakes and fried corn
  • ଦେ. ବି. (ସଂ. ପ୍ରଗ୍ରହ; ପ୍ରା. ପଗ୍ଗହ) — ଏକଥର ପାକରେ ପ୍ରସ୍ତୁତ ଖାଦ୍ୟ, ଉଖୁଡ଼ା, ପିଠା ଓ ମିଷ୍ଟାନ୍ନାଦି — Food, cakes, sweetmeats prepared at one cooking
  • ଦେ. ବି. (ସଂ. ପ୍ରଗ୍ରହ; ପ୍ରା. ପଗ୍ଗହ) — ଯେଉଁଥିରେ ଏକାଧିକ ବସ୍ତୁ ମିଶାଯାଇ ପ୍ରସ୍ତୁତ କରାଯାଏ, (ଯଥା—ନାସ, ଗୁଣ୍ଡି, ଚୂନପତ୍ର) ତହିଁର ପ୍ରସ୍ତୁତ କରିବାରେ ଏକଥର ବା ଏକଥରର ପରିମାଣ — A quantity of a compound article which is prepared with various in- gredients at one time
  • ଦେ. ବି. (ସଂ. ପ୍ରଗ୍ରହ; ପ୍ରା. ପଗ୍ଗହ) — ଯଥା— କାଲି ମୁଁ ଯେଉଁ ଗୁଣ୍ଡି ପାଗକ କରିଥିଲି ତାହା ଆଗଥରକ ଅପେକ୍ଷା ଭଲ ହେଲା।
  • ଦେ. ବି. (ସଂ. ପ୍ରଗ୍ରହ; ପ୍ରା. ପଗ୍ଗହ) — (ସଂ. ତୁଳ. ପକ୍ଷ; ତା—ପଗଲ୍ (ଦିନ) ଋତୁ) — Weather