ପାଗ କରିବା Pāga karibā

  • ଦେ. ବି. — କୃଷି କର୍ମର ଅନୁକୂଳ ଋତୁ ଘଟିବା — The arrival of the proper season or weather for a particular agricultural operation
  • ଦେ. ବି. — (ଯଥା—ଆଜି ଧାନ ବୁଣିବାକୁ ଭଲ ପାଗ କରିଛି।)
  • ଦେ. ବି. — କୌଣସି କାର୍ଯ୍ୟ ପାଇଁ ଉପଯୁକ୍ତ ଋତୁ ବା ସମୟ ଘଟିବା — The arrival of the proper weather or time for doing a certain work
  • ଦେ. କ୍ରି — ପୁରୁଣା ପାକପାତ୍ରମାନ ଫିଙ୍ଗିଦେଇ ରନ୍ଧନାର୍ଥ ଏକ ସାର ନୂଆ ପାକପାତ୍ର କରିବା — To replace an old set of cooking pots by a new set