ପାଖେଇବା Pākheibā

  • ଦେ. କ୍ରି. (ସଂ. ପାର୍ଶ୍ୱ) — ପାଖିବା (ଦେଖ) — Pākhibā (See)
  • ଦେ. କ୍ରି. (ସଂ. ପାର୍ଶ୍ୱ) — ପାଖେଇ ଆସୁଛି ସେ ଅନ୍ତିମ କାଳ—ରାଧାନାଥ, ଦରବାର।
  • ଦେ. କ୍ରି. (ସଂ. ପାର୍ଶ୍ୱ) — ପାଖେଇ ଦେବା — Pākhei debā (See)
  • ଦେ. କ୍ରି. (ସଂ. ପାର୍ଶ୍ୱ) — [ଦ୍ର—ପାଖେଇବା କ୍ରିୟାର ଅସମାପିକାରୂପ ସଙ୍ଗେ ଆସିବା, ଯିବା, ହେବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ।]