ପାଗ ଛଡ଼ା Pāga chharḍ̠ā
- ଦେ. ବିଣ. (ସଂ. ପାକ+ଉତ୍ସୃଷ୍ଟ) — ବର୍ଜ୍ଜିତ (ହାଣ୍ଡି); ମୃତକାଦି ଅଶୌଚ ଶେଷରେ ରନ୍ଧନଶାଳାରୁ କଢ଼ା ଯାଇଥିବା (ହାଣ୍ଡି) — Discarded or abandoned (earthen cooking pots.)
- ଦେ. ବିଣ. (ସଂ. ପାକ+ଉତ୍ସୃଷ୍ଟ) — ଋତୁମତୀ ହେବାରୁ ରାନ୍ଧିବାର ଅଯୋଗ୍ୟା (ସ୍ତ୍ରୀ); ପାକା— ସ୍ପୃଶ୍ୟା — Menstruated; (a woman) in her monthly course