ପାକ Pāka

  • ସଂ. ବି.—(ପଚ୍ ଧାତୁ=ପାକ କରିବା+ଭାବ. ଅ) — ରନ୍ଧନ; ରାନ୍ଧିବା; ରାନ୍ଧଣା; ରୁଷେଇ — Cooking
  • ସଂ. ବି.—(ପଚ୍ ଧାତୁ=ପାକ କରିବା+ଭାବ. ଅ) — ବିଧାନ କମଳା ସାର ପାକେ ଭୋଜ୍ୟ ଦେଲେ ସେ। ଭଞ୍ଜ. ବୈଦେହୀଶବିଳାସ।
  • ସଂ. ବି.—(ପଚ୍ ଧାତୁ=ପାକ କରିବା+ଭାବ. ଅ) — [ଦ୍ର—ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର 4 ପ୍ରକାର ପାକ ହୁଏ; ଯଥା ( 1 ) ଭୀମପାକ; ( 2 ) ନଳ ପାକ; ( 3 )ସୌରୀ ପାକ; ( 4 ) ଗୌରୀ ପାକ—ଜଗବନ୍ଧୁ, ପ୍ରାଚୀନ ଉତ୍କଳ।] — [ଦ୍ର—ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର4ପ୍ରକାର ପାକ ହୁଏ; ଯଥା (1) ଭୀମପାକ; (2) ନଳ ପାକ; (3)ସୌରୀ ପାକ; (4) ଗୌରୀ ପାକ—ଜଗବନ୍ଧୁ, ପ୍ରାଚୀନ ଉତ୍କଳ]
  • ସଂ. ବି.—(ପଚ୍ ଧାତୁ=ପାକ କରିବା+ଭାବ. ଅ) — ସିଝାଇବା — Boiling
  • ସଂ. ବି.—(ପଚ୍ ଧାତୁ=ପାକ କରିବା+ଭାବ. ଅ) — ଭାଜିବା — Baking; roasting
  • ସଂ. ବି.—(ପଚ୍ ଧାତୁ=ପାକ କରିବା+ଭାବ. ଅ) — ସିଝିବା; ସିଦ୍ଧ ହେବା — Being boiled
  • ସଂ. ବି.—(ପଚ୍ ଧାତୁ=ପାକ କରିବା+ଭାବ. ଅ) — ହଜମ; ପରିପାକ; ଜୀର୍ଣ୍ଣ ହେବା — Digestion; assimilation of food
  • ସଂ. ବି.—(ପଚ୍ ଧାତୁ=ପାକ କରିବା+ଭାବ. ଅ) — ପରିଣତି; ପରିଣାମ; ଫଳ — Completion; development of consequences
  • ସଂ. ବି.—(ପଚ୍ ଧାତୁ=ପାକ କରିବା+ଭାବ. ଅ) — ବିପାକ କର୍ମ ପାକ ହେଲା ମିତ। ଭଞ୍ଜ, ବୈଦେହୀଶବିଳାସ।
  • ସଂ. ବି.—(ପଚ୍ ଧାତୁ=ପାକ କରିବା+ଭାବ. ଅ) — (ଫଳ ଆଦିର) ପକ୍ୱତା; ପାଚି ଯିବା — Ripening; ripeness (of fruit)
  • ସଂ. ବି.—(ପଚ୍ ଧାତୁ=ପାକ କରିବା+ଭାବ. ଅ) — ବଥ ଆଦି ପାଚିବା; ପୂଯପୂର୍ଣ୍ଣ ହେବା — Suppuration (of boils)
  • ସଂ. ବି.—(ପଚ୍ ଧାତୁ=ପାକ କରିବା+ଭାବ. ଅ) — ବାଳ ପାଚିବା — Ripening of the hair; greyness (of the hair)