ପାକ କାର Pāka kāra

  • ସଂ. ବି. (ସଂ. ପାକ+କୃ ଧାତୁ+କର୍ତ୍ତୃ. ଅ) — ପାଚକ; ରନ୍ଧନକାରୀ ବ୍ୟକ୍ତି — A cook
  • ସଂ. ବି. (ସଂ. ପାକ+କୃ ଧାତୁ+କର୍ତ୍ତୃ. ଅ) — କାଳ ହୋଇଲା ପାକକାର, ମୃତ୍ୟୁ ଦେବତା ଭକ୍ଷକାର। ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ।