ପଶାଇବା Paṡāibā
- ଦେ. କ୍ରି — ପଶିବା କ୍ରିୟାର ଣିଜନ୍ତରୂପ — The causative form of Paṡibā
- ଦେ. କ୍ରି — ପୂରାଇବା; ପ୍ରବିଷ୍ଟ କରାଇବା — To cause to enter, to thrust
- ଦେ. କ୍ରି — କୋଡ଼ି କାଙ୍କ ଆଦିର ପଶାରେ ଆଘାତ କରିବା — To strike with the handle of a spade
- ପ୍ରାଦେ (ଲରିଆ) କ୍ରି — ଭାତ ଗାଳିବା — To press out water from the boiled rice in the cooking pot