ପଶା ଦାନ Paṡā dāna
- ଦେ. ବି — ପଶା କାଠିକୁ ଗଡ଼ାଇଲେ 3 ଖଣ୍ଡଯାକ କାଠି ପିଠିରେ ଦେଖାଯିବା ବିନ୍ଦୁମାନଙ୍କର ସମଷ୍ଟି — ପଶା କାଠିକୁ ଗଡ଼ାଇଲେ3ଖଣ୍ଡଯାକ କାଠି ପିଠିରେ ଦେଖାଯିବା ବିନ୍ଦୁମାନଙ୍କର ସମଷ୍ଟି— The result of a throw of dice
- ଦେ. ବି — [ଦ୍ର—ତିସୁରି, ତିନି ବା ତିନି ପୁଅ= 1+1 +1 । ଚଉକ= 1+2+1 । ପଞ୍ଜା ବା ପଞ୍ଜଡ଼ି= 2+2 +1 । ଛକା ବା ଛକଡ଼ି= 2+2+2 । ସାତ ବା ପାଞ୍ଚ ଦୁଇ = 5+1+1 । ଅଠା ବା ଛ ଦୁଇ ବା ପାଞ୍ଚ ତିନି= 6+1 +1 ବା 5+2+1 । ନଅ ବା ଛ ତିନି ବା ପଞ୍ଚା ଚାରି = 6+2+1 କିମ୍ବା 5+2+2 । ଦଶ ବା ଛ ଚାରି= 6 +2+2 । ଏଗାର ବା ଦଶ ପୁଅ= 5+5+1 । ବାର ବା କଚେ ବାର ବା ଦଶ ଦୁଇ= 6+5+1 । କିମ୍ବା 5+5 +2 । ଏଗାର ଦୁଇ ତେର ବା ପ ବାର ବା ପଅବାର= 6 +5+2 କିମ୍ବା 6+6+1 । ଚଉଦ= 6+6+2 । ପନ୍ଦର = 5+5+5 । ଷୋଳ= 5+5+6 । ସତର= 6+6+5 । ଅଠର= 6+6+6 ।] — [ଦ୍ର—ତିସୁରି, ତିନି ବା ତିନି ପୁଅ=1+1 +1 ଚଉକ=1+2+1 ପଞ୍ଜା ବା ପଞ୍ଜଡ଼ି=2+2 +1 ଛକା ବା ଛକଡ଼ି=2+2+2 ସାତ ବା ପାଞ୍ଚ ଦୁଇ =5+1+1 ଅଠା ବା ଛ ଦୁଇ ବା ପାଞ୍ଚ ତିନି=6+1 +1ବା5+2+1 ନଅ ବା ଛ ତିନି ବା ପଞ୍ଚା ଚାରି =6+2+1କିମ୍ବା5+2+2 ଦଶ ବା ଛ ଚାରି=6 +2+2 ଏଗାର ବା ଦଶ ପୁଅ=5+5+1 ବାର ବା କଚେ ବାର ବା ଦଶ ଦୁଇ=6+5+1 କିମ୍ବା5+5 +2 ଏଗାର ଦୁଇ ତେର ବା ପ ବାର ବା ପଅବାର=6 +5+2କିମ୍ବା6+6+1 ଚଉଦ=6+6+2 ପନ୍ଦର =5+5+5 ଷୋଳ=5+5+6 ସତର=6+6+5 ଅଠର=6+6+6]