ପଶା ଗୋଟୀ Paṡā goṭī
- ଦେ. ବି. (ସଂ. ପାଶକ ଓ ଗୁଟି) — ପଶା ଖେଳର ଗୁଳା ବା କାଷ୍ଠ ଗୁଳିକା — The small circular figures or pawns used in the game of dice
- ଦେ. ବି. (ସଂ. ପାଶକ ଓ ଗୁଟି) — [ଦ୍ର—ଏହା 4 ରଙ୍ଗର (ହଳଦୀ, କାଳୀ, ନାଲୀ ଓ ନେଳୀ); ଓ ପ୍ରତ୍ୟେକରୁ 4 ଗୋଟି ଲେଖାଏଁ, ମୋଟରେ 16 ଗୋଟି ଗୋଟୀ ଥାଏ।] — [ଦ୍ର—ଏହା4ରଙ୍ଗର (ହଳଦୀ, କାଳୀ, ନାଲୀ ଓ ନେଳୀ); ଓ ପ୍ରତ୍ୟେକରୁ4ଗୋଟି ଲେଖାଏଁ, ମୋଟରେ16ଗୋଟି ଗୋଟୀ ଥାଏ]