ପଶୁ କର୍ମ Paṡu karma
- ସଂ. ବି. ( 6 ଷ୍ଠୀ ତତ୍; ପଶୁର ଆଚରିତ କର୍ମ) — ପାଶବ କର୍ମ — Brutal deed; beastly act
- ସଂ. ବି. ( 6 ଷ୍ଠୀ ତତ୍; ପଶୁର ଆଚରିତ କର୍ମ) — ପଶୁ ପରି ହିତାହିତ ବିବେଚନା ଶୂନ୍ୟ କର୍ମ — Acting like beasts; beastly act
- ସଂ. ବି. ( 6 ଷ୍ଠୀ ତତ୍; ପଶୁର ଆଚରିତ କର୍ମ) — ମୈଥୁନ — Copulation
- ସଂ. ବି. ( 6 ଷ୍ଠୀ ତତ୍; ପଶୁର ଆଚରିତ କର୍ମ) — ଯଜ୍ଞରେ ପଶୁ ବଧ — Animal sacrifice