ପଳିତା Paḻitā

  • ବୈଦେ. ବି.—(ଫା. ପିଲିତାହ୍; ତୁଳ, ଓଡ଼ିଆ ବଳିତା, ସଂ. ବର୍ତ୍ତିକା) — ବସ୍ତ୍ର ଖଣ୍ଡ ନିର୍ମିତ ସ୍ଥୂଳ ବଳିତା; ସଳିତା; ବର୍ତ୍ତୀ; ମୋଟ ବତୀ — A stout wick for an oil lamp
  • ବୈଦେ. ବି.—(ଫା. ପିଲିତାହ୍; ତୁଳ, ଓଡ଼ିଆ ବଳିତା, ସଂ. ବର୍ତ୍ତିକା) — ବନ୍ଧୁକରେ ନିଆଁ ଲଗାଇବା ପାଇଁ ବ୍ୟବହୃତ ରଞ୍ଜକ — The match of a gun
  • ବୈଦେ. ବି.—(ଫା. ପିଲିତାହ୍; ତୁଳ, ଓଡ଼ିଆ ବଳିତା, ସଂ. ବର୍ତ୍ତିକା) — ବାଣରେ ନିଆଁ ଲଗାଇବା ପାଇଁ ବାରୁଦ ଦିଆଯାଇ ବଳା ଯାଇଥିବା ବଳିତା; ରସ ବଳିତା — A long wick containing gunpowder used to light fireworks
  • ବୈଦେ. ବି.—(ଫା. ପିଲିତାହ୍; ତୁଳ, ଓଡ଼ିଆ ବଳିତା, ସଂ. ବର୍ତ୍ତିକା) — ନାଳି ଘାଆ ଓ ବଥରୁ ପୂଜ ଆଦି ବାହାର କରିବା ନିମନ୍ତେ ବଥ ମୁହଁରେ ଦିଆଯିବା କାଠି ବା ସନ୍ଥା — A twig or skein of cotton thrust into a boil or sinus for the exudation of pus
  • ଦେ. ବି. — ନଳିତା ଶାଗ; ନଳିତା ପିତା — The bitter leaves of jute plant