ପଳେଇ ପଶା Paḻei paṡā

  • ଦେ. ବିଣ. ପୁଂ — ଯେଉଁ ବ୍ୟକ୍ତି ଭୟରେ ଏକ ସ୍ଥାନରୁ ପଳେଇ ଆସି ଅନ୍ୟ ବ୍ୟକ୍ତିର ଘରେ ଆଶ୍ରୟ ନିଏ — (a man) Who runs away from danger and takes shelter in another's roof through fear
  • ଦେ. ବିଣ. ପୁଂ — ଭୟାଳୁ — Timid; coward