ପଳାଶୀ Paḻāṡī

  • ସଂ. ବି. (ପଲାଶ=ପତ୍ର+ଅଛି ଅର୍ଥେ ଇନ୍; 1 ମା. 1 ବ) — କ୍ଷୀରୀ ବା କ୍ଷୀରକୋଳି ଗଛ — A kind of plum tree
  • ସଂ. ବି. (ପଲାଶ=ପତ୍ର+ଅଛି ଅର୍ଥେ ଇନ୍; 1 ମା. 1 ବ) — (ପଳ=ମାଂସ+ଅଶ୍ ଧାତୁ=ଖାଇବା+ଇନ୍)ରାକ୍ଷସ — Demon
  • ସଂ. ବି. (ପଲାଶ=ପତ୍ର+ଅଛି ଅର୍ଥେ ଇନ୍; 1 ମା. 1 ବ) — ହିଂସ୍ର ଜନ୍ତୁ — Wild animal
  • ସଂ. ବି. (ପଲାଶ=ପତ୍ର+ଅଛି ଅର୍ଥେ ଇନ୍; 1 ମା. 1 ବ) — ପଳାଶ ନଇ (ଦେଖ) — Paḻāṡa nai (See)
  • ସଂ. ବି. (ପଲାଶ=ପତ୍ର+ଅଛି ଅର୍ଥେ ଇନ୍; 1 ମା. 1 ବ) — ବୃକ୍ଷ — A tree (M.W.)
  • ସଂ. ବି. (ପଲାଶ=ପତ୍ର+ଅଛି ଅର୍ଥେ ଇନ୍; 1 ମା. 1 ବ) — ଶଟୀ — Curcuma Zedoaria (plant)
  • ବିଣ — (ପଲାଶ+ଇନ୍; 1 ମା, 1 ବ)—ପତ୍ର ଯୁକ୍ତ; ପତ୍ର ବହୁଳ — (ପଲାଶ+ଇନ୍;ମା,ବ)—ପତ୍ର ଯୁକ୍ତ; ପତ୍ର ବହୁଳ—. Leafy
  • ବିଣ — (ପୁଂ) (ପଳ=ମାଂସ+ଅଶ୍ ଧାତୁ=ଖାଇବା+ଇନ୍; 1 ମା. 1 ବ)—ମାଂସାଶୀ — (ପୁଂ) (ପଳ=ମାଂସ+ଅଶ୍ ଧାତୁ=ଖାଇବା+ଇନ୍;1ମା.1ବ)—ମାଂସାଶୀ—Carnivorous
  • ଦେ. ବି. (ନାମ) — ବଙ୍ଗଦେଶର ଗ୍ରାମ ବିଶେଷ — Name of a village in Bengal where the battle of Plassey was won by the English in 1757 A. D