ପଳାଶ ପାପଡ଼ା Paḻāṡa pāpaṟḍ̠ā

  • ଦେ. ବି. (ସଂ. ପଳାଶ+ସର୍ପଟ; ଏ ଛୁଇଁ ଓ ମଞ୍ଜି ପର୍ପଟ ପରି ପତଳାଥିବାରୁ) — ପଲାଶ ବୀଜ ବା ଛୁଇଁ — The seed or bean of Butea Frondosa tree
  • ଦେ. ବି. (ସଂ. ପଳାଶ+ସର୍ପଟ; ଏ ଛୁଇଁ ଓ ମଞ୍ଜି ପର୍ପଟ ପରି ପତଳାଥିବାରୁ) — [ଦ୍ର—ଏହା ଔଷଧରେ ବ୍ୟବହୃତ ହୁଏ।]