ପଳିକ୍ନୀ Paḻiknī

  • ସଂ. ବି. ସ୍ତ୍ରୀ — ପଳିତକେଶା ବୃଦ୍ଧା ସ୍ତ୍ରୀ — An old grey-hairad woman (Apte)
  • ସଂ. ବି. ସ୍ତ୍ରୀ — ବାଳଗର୍ଭିଣୀ ଗୌ; ପହିଲି ଥର ବଏ ଯାଇଥିବା ଗାଈ; ଯେଉଁ ଗାଈ ପ୍ରଥମଥର ଗର୍ଭଧାରଣ କରିଅଛି (ହି. ଶ) — A cow for the first time with calf