ପଳାଇବା Paḻāibā

  • ଦେ. କ୍ରି. (ସଂ. ପଳାୟନ) — ପଳାୟନ କରିବା — To fly away; to flee
  • ଦେ. କ୍ରି. (ସଂ. ପଳାୟନ) — ଅନ୍ତରିତ ହେବା; ଲୋପ ପାଇବା — To disappear
  • ଦେ. କ୍ରି. (ସଂ. ପଳାୟନ) — ସେ ମୁଖ ପ୍ରତିଭା ମହିମା ଦେଖି ପଳାଉ ଦୁଃଖ ଯାମିନୀ। ମଧୁସୂଦନ, ଉତ୍କଳଗାଥା।
  • ଦେ. କ୍ରି. (ସଂ. ପଳାୟନ) — (ପାଳିବା କ୍ରିୟାର ପ୍ରୟୋଜକ ରୂପ)— ଅନ୍ୟ ଦ୍ୱାରା ପାଳିତ କରାଇବା — To cause to be brought up or reared by another
  • ପ୍ରାଦେ. (ଗଞ୍ଜାମ) କ୍ରି — କୌଣସି ସ୍ଥାନରୁ ଚାଲି ଯିବା — To depart; to go away from a place
  • ପ୍ରାଦେ. (ଗଞ୍ଜାମ) କ୍ରି — ଦ୍ରୁତଗତି କରିବା — To move swiftly