ପଳନ୍ତି Paḻanti

  • ପ୍ରାଦେ (ବାଲେଶ୍ୱର) ବି — ପକ୍କାକୋଠା କିମ୍ବା ଅନ୍ୟ କୌଣସି ବସ୍ତୁ ଉପରେ ଜନ୍ମିଥିବା ସବୁଜ ଉଦ୍ଭିଜ୍ଜ ପଦାର୍ଥ; ଶିଉଳୀ — Moss
  • ପ୍ରାଦେ (ବାଲେଶ୍ୱର) ବି — ପୋଖତ ମାଛ, କଙ୍କଡ଼ା ପ୍ରଭୃତି ଦେହରେ ବସିଥିବା ଖସଡ଼ା ସ୍ତରବିଶେଷ — A mossy growth found over very old fishes, crabs etc