ପଳା ହେବା Paḻā hebā

  • ଦେ. କ୍ରି. (ପାଳିବାର କର୍ମବାଚ୍ୟରୂପ) — ଅନ୍ୟଦ୍ୱାରା ପାଳିତ ହେବା — To be reared up
  • ଦେ. କ୍ରି. (ପାଳିବାର କର୍ମବାଚ୍ୟରୂପ) — ଯଥା—ଗଉଡ଼ଦ୍ୱାରା ବାଛୁରୀ ଗୁଡ଼ିକ ପଳା ହୋଇଅଛନ୍ତି।