ପଳାପ Paḻāpa

  • ଗ୍ରା. ବି. (ସଂ. ପ୍ରଳାପ) — ପ୍ରଳାପ (ଦେଖ) — Praḻāpa (See)
  • ସଂ. ବି — ହାତୀର ଗଣ୍ଡସ୍ଥଳ (ହି. ଶ.) — The temples of an elephant
  • ସଂ. ବି — ପଘା — Halter; rope (Apte)