ପଳାୟିତ Paḻāyitā

  • ସଂ. ବିଣ. ପୁଂ. (ପରା+ଅୟ୍. ଧାତୁ+କର୍ତ୍ତୃ.ତ) — ପଳାଇ ଯାଇଥିବା — Fled; run away
  • ସଂ. ବିଣ. ପୁଂ. (ପରା+ଅୟ୍. ଧାତୁ+କର୍ତ୍ତୃ.ତ) — ନିରୁଦ୍ଦିଷ୍ଟ — Absconded