ପଲ୍ଲବୀ Pallabī

  • ସଂ. ବି. (ପଲ୍ଲବ+ ଇନ୍; 1 ମା. 1 ବ.) — ଗଛ; ବୃକ୍ଷ — Tree
  • ସଂ. ବି. (ପଲ୍ଲବ+ ଇନ୍; 1 ମା. 1 ବ.) — (ନାମ) ପଲବ (ଦେଖ) — Palhaba (See)
  • ସଂ. ବିଣ — ପଲ୍ଲବଯୁକ୍ତ — Furnished with leaves