ପଲ୍ଲବିବା Pallabibā

  • ଦେ. କ୍ରି. (ସଂ. ପଲ୍ଲବ) — (ଗଛ) କୁଆଁ ଦେବା; କଅଁଳିବା — (tree) To shoot forth new leaves or twigs
  • ଦେ. କ୍ରି. (ସଂ. ପଲ୍ଲବ) — ପଲ୍ଲବିଲା ଭାଇମାନଙ୍କ ଆଶାତରୁ—କୃଷ୍ଣସିଂହ, ମହାଭାରତ, ଆଦି।
  • ଦେ. କ୍ରି. (ସଂ. ପଲ୍ଲବ) — (ଲକ୍ଷଣାର୍ଥ) ସତେଜ ହେବା — To thrive