ପଲ୍ଲବାଧର Pallabādhara

  • ସଂ. ବିଣ. ପୁଂ. (ବହୁବ୍ରୀହି; ପଲ୍ଲବ ପରି କୋମଳ ଓ ରକ୍ତାଭ ଅଧର ଯାହାର) — ଯାହାର ଅଧର ବା ଓଷ୍ଠ ପଲ୍ଲବ ପରି କୋମଳ; ରକ୍ତାଭ ଓ ମନୋହର — Rosy-lipped