ପଲ୍ଲଭେରମ୍ Pallabheram

  • ସଂ. ବି. (ନାମ) — ମାନ୍ଦ୍ରାଜ ନିକଟରେ ଥିବା ପ୍ରାଚୀନ ପଲବ ରାଜାମାନଙ୍କର ରାଜଧାନୀ — A place near Madras which was the capital of the ancient Palhaba kings and from the site of which ancient potteries of prehistoric times have been unearthed
  • ସଂ. ବି. (ନାମ) — [ଦ୍ର—ପ୍ରାଚୀନ ଭାରତରେ ବ୍ୟବହୃତ ମୃତ୍ପାତ୍ରମାନ ଏ ସ୍ଥାନର ଭୂଗର୍ଭରୁ ମିଳିଅଛି।]