ପର୍ବତଜା Parbatajā

  • ସଂ. ବିଣ. ସ୍ତ୍ରୀ. (ପର୍ବତଜର ସ୍ତ୍ରୀଲିଙ୍ଗ) — Feminine of Parbataja
  • ବି. ସ୍ତ୍ରୀ — ପାର୍ବତୀ — Goddess Pārbatī
  • ବି. ସ୍ତ୍ରୀ — ପାର୍ବତ୍ୟ ନଦୀ — Mountain-river