ପର୍ବତଜ Parbataja

  • ସଂ .ବିଣ. (ପର୍ବତ+ଜନ୍ ଧାତୁ=ଜାତ ହେବା+କର୍ତ୍ତୃ. ଅ) ପର୍ବତରୁ ଜାତ — Born of a mountain
  • ସଂ .ବି. — ମୈନାକ ପର୍ବତ (ହିମାଳୟ ପର୍ବତର ପୁତ୍ର) — A name of the Mai̱nāka mountain