ପର୍ବତବାସୀ Parbatabāsī

  • ସଂ. ବିଣ. ପୁଂ — ପାହାଡ଼ିଆ — Hilly; living in mountains
  • ସଂ. ବି. — ପାହାଡ଼ରେ ବାସ କରୁଥିବା ବ୍ୟକ୍ତି — Mountaineer; hillman