ପର୍ବତାରି Parbatāri

  • ସଂ .ବି. ( 6 ଷ୍ଠୀ ତତ୍; ପର୍ବତ+ଅରି; ଏ ବଜ୍ରଦ୍ୱାରା ପର୍ବତମାନଙ୍କ ପକ୍ଷ ଛେଦନ କରିଥିବାରୁ) — ଇନ୍ଦ୍ର — Indra