ପରିମିତ Parimita
- ସଂ. ବିଣ—(ପରି+ ମା ଧାତୁ+ ମାପିବା+ କର୍ମ. ତ) — ନିର୍ଦ୍ଦିଷ୍ଟ ସୀମାବଦ୍ଧ — Definite; of given dimensions; limited
- ସଂ. ବିଣ—(ପରି+ ମା ଧାତୁ+ ମାପିବା+ କର୍ମ. ତ) — ଉପଯୁକ୍ତ ପରିମାଣଯୁକ୍ତ — Of proper or fixed to quantity
- ସଂ. ବିଣ—(ପରି+ ମା ଧାତୁ+ ମାପିବା+ କର୍ମ. ତ) — ସଂଯତ — Moderate; temperate
- ସଂ. ବିଣ—(ପରି+ ମା ଧାତୁ+ ମାପିବା+ କର୍ମ. ତ) — ନିୟମିତ — Regulated
- ସଂ. ବିଣ—(ପରି+ ମା ଧାତୁ+ ମାପିବା+ କର୍ମ. ତ) — ଅଳ୍ପ — Small; little; sparing
- ସଂ. ବିଣ—(ପରି+ ମା ଧାତୁ+ ମାପିବା+ କର୍ମ. ତ) — ସ୍ଥିରୀକୃତ — Defined; determined; ascertained
- ସଂ. ବିଣ—(ପରି+ ମା ଧାତୁ+ ମାପିବା+ କର୍ମ. ତ) — ମାପ ହୋଇଥିବା; ତଉଲା ହୋଇଥିବା — Measured; weighed
- ସଂ. ବିଣ—(ପରି+ ମା ଧାତୁ+ ମାପିବା+ କର୍ମ. ତ) — ସଂଖ୍ୟାତ — 9. Numbered
- ସଂ. ବିଣ—(ପରି+ ମା ଧାତୁ+ ମାପିବା+ କର୍ମ. ତ) — ନିର୍ଦ୍ଦିଷ୍ଟ ସଂଖ୍ୟକ — Of a fixed number